ଜାମିନ ପରେ ବି ଜେଲରୁ ବାହାରିପାରିବେନି ଆଜମ ଖାନ

ଲଖନଉ: ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୱାକଫ ବୋର୍ଡର ସମ୍ପତ୍ତିକୁ ତାଙ୍କ ବିଶ୍ୱବିଦ୍ୟାଳୟକୁ ଭୁଲ ଢଙ୍ଗରେ ସ୍ଥାନାନ୍ତର ମାମଲାରେ ଖାନଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ରାହୁଲ ଚତୁର୍ବେଦୀଙ୍କ ଖଣ୍ଡପୀଠ ଜାମିନ ଦେଇଛନ୍ତି। ତେବେ ଜାମିନ ପାଇବା ସତ୍ତ୍ୱେ ଆଜମ ଖାନ ଜେଲରୁ ମୁକୁଳି ପାରିବେ ନାହିଁ। ୩ ଦିନ ପୂର୍ବରୁ ଏକ ନୂତନ … Continue reading ଜାମିନ ପରେ ବି ଜେଲରୁ ବାହାରିପାରିବେନି ଆଜମ ଖାନ